ବାପା ଟ୍ରଲି ଟାଣି ଟାଣି ଝିଅକୁ ପଢେଇଲେ ଇଞ୍ଜିନିୟରିଂ.. ଝିଅ ପାଠ ପଢି ଚାକିରି କରିବ.. ବାପାର ନାଁ ରଖିବ.. ଆଖିରେ ଆଖିଏ ସ୍ୱପ୍ନ ଥିଲା.. ହେଲେ ଅଚାନକ ପାଠପଢାରେ ଲାଗିଲା ବ୍ରେକ୍..