Advertisment

ମୁଁ ଆଉ ଚିକିତ୍ସା ଚାହୁଁନି.. କେବଳ ମରଣ ଚାହୁଁଛି, ମୁଁ ମୁକ୍ତି ପାଇଯିବି..

ଘରର ଗୋଟିଏ ବୋଲି ପୁଅ.. ଯୁବକ ଅବସ୍ଥାରୁ ଶୋଇ ରହିଛି.. ଆଜି ଯାଏ ଉଠୁନି..ପୁଅ ସୁସ୍ଥ ହୋଇଯିବ ବୋଲି ଅପେକ୍ଷା କରି କରି ଅଣ୍ଟା ନଇଁ ଗଲାଣି ବାପା ମାଆଙ୍କର.. ଏବେ ଆଉ ପାରୁନାହାନ୍ତି.. ବାପା ମାଆଙ୍କ ଯନ୍ତ୍ରଣା ଦେଖି ପୁଅ ବି କହୁଛି ମୋତେ ଇଚ୍ଛାମୃତ୍ୟୁ ଦେଇଦିଅ.. ମୋ ସହ ସମସ୍ତଙ୍କୁ ମୁକ୍ତି ମିଳିଯିବ..

ଅଦ୍ୟତନ ହୋଇଛି

Apana Eka Nuhanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ