ପାଠ ପଢାରେ ବାଧକ ସାଜିଲା ତଣ୍ଟିର ବଥ। ବାପା ଚାଲିଯିବା ପରେ ପରିବାରର ପୂରା ଦାୟିତ୍ୱ ମାଆ ଉପରେ। ଯେଉଁଠି ଖାଇବା କଷ୍ଟକର, ସେଇଠି ପୁଅର ଚିକିତ୍ସା କେମିତି କରାଇବ ମାଆ? ଡାକ୍ତରଖାନାରେ ଦେଖାଇ ନୟାନ୍ତ ହେଲେଣି ବିମଳା, ହେଲେ ଘା ଶୁଖୁନି କି ପୁଅ ଭଲ ହେଉନି। ସାହାଯ୍ୟ ମାଗୁଛି ଟଙ୍କଧର