Advertisment

ସାବାସ୍‌ ଦିଦି...କାଖରେ କୁନି ପିଲାଙ୍କୁ କାଖେଇ ଅଙ୍ଗନବାଡ଼ି ନେଉଛନ୍ତି ପାନମଣୀ...

ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

Advertisment

ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

Advertisment
Anganwadi Didi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ