""
ବିବିଧ Videos ଚାଉଳ ଦ୍ୱନ୍ଦ୍ୱ ? ଭିଟାମିନ୍ ଯୁକ୍ତ ବନାମ ପ୍ଲାଷ୍ଟିକ୍ PDS ଚାଉଳ ବସ୍ତାରେ ପ୍ଲାଷ୍ଟିକ ଚାଉଳ ମିଶୁଥିବା ଅଭିଯୋଗ । ଯୋଗାଣ ଅଧିକାରୀ କହିଛନ୍ତି, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ । ଏହା ଭିଟାମିନ ଯୁକ୍ତ ଚାଉଳ । ଶରୀରରେ ଆଇରନ ଡେଫିସିଏନସିକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର । 19 Mar 2024 12:51 ISTPallipuspa Samal Follow Usplastic RiceAdvertisment Read More PDS Rice