Anubhav Mohanty receives divorce decree
Advertisment
ଠିକ୍ ୧୦ ବର୍ଷ ପୂର୍ବେ ପଡ଼ିଥିଲା ହାତଗଣ୍ଠି.. କାଲିଥିଲା ବିବାହ ବାର୍ଷିକୀ..ଏହାର ଠିକ୍ ଦିନକ ପୂର୍ବରୁ ସଂଯୋଗ ଭାବେ ମିଳିଗଲା ଛାଡ଼ପତ୍ର..ପ୍ରଥମେ ପ୍ରେମ ପରେ ଭୁଲ ବୁଝାମଣା, ଆରୋପ ପ୍ରତ୍ୟାରୋପ, କୋର୍ଟ କଚେରୀ ଦୀର୍ଘ ଦିନର ସଂଘର୍ଷ ଆଉ ଶେଷରେ ବିଚ୍ଛେଦ..କିଛି ଏମିତି ଘଟିଲା ଦିନେ ବେଷ୍ଟ କପଲ୍ କୁହାଯାଉଥିବା ଅନୁଭବ ବର୍ଷାଙ୍କ ଲଭଷ୍ଟୋରୀ ଆଉ ମେରେଜର ଦି-ଏଣ୍ଡ..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us