Manmath Manoj Smaraki memorial
Advertisment
ଲୋକାର୍ପଣ ହେଲା ସ୍ବପ୍ନର ପ୍ରକଳ୍ପ ବିଶ୍ୱ ବିଖ୍ୟାତ ଐତିହାସିକ ଓ ସାହିତ୍ୟକ ମନ୍ମଥ -ମନୋଜଙ୍କ ସ୍ମାରକୀ ପୀଠ.. 2021ରେ ୧୬ କୋଟି ବ୍ୟୟରେ ଏହି ଐତିହ୍ୟ ସ୍ମାରକୀର କାର୍ଯ୍ୟ ଆରମ୍ଭ ହୋଇ 2024ରେ ସମ୍ପୂର୍ଣ ହେବା ପରେ ଏବେ ଏହାକୁ ଲୋକାର୍ପଣ କରାଯାଇଛି…ଆସନ୍ତୁ ଦେଖିବା ଭୋଗରାଇ ବ୍ଲକ ଶଙ୍କାରୀ ଗ୍ରାମର ଦୁଇ ଯୋଗଜନ୍ମା ପୁରୁଷଙ୍କ ନୂଆ ରୂପ ପାଇଥିବା ଏନ୍ତୁଡ଼ି ଶାଳର ଦୃଶ୍ୟ..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us