Advertisment

72 ବର୍ଷରେ ଚଳାଉଛନ୍ତି ଭାରୀଯାନ

72 ବର୍ଷରେ ସେ ଚଳାଉଛନ୍ତି JCB, ଟ୍ରକ, ବସ ଓ ବୁଲଡୋଜର ଭଳି ଭାରୀଯାନ। ଏପରିକି ତାଙ୍କ ପାଖରେ ଅଛି 11ଟି ଯାନର ଡ୍ରାଇଭିଂ ଲାଇସେନ୍ସ୍। ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନାଁ। କିନ୍ତୁ କଥାଟି ପୁରା ସତ ଓ ମହିଳା ଜଣକ ବି ଆମ ଭାରତର। ଦେଖନ୍ତୁ ଏହି ରିପୋର୍ଟ

Advertisment
Old Lady
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ