""
ବିବିଧ Videos ଲେଡ଼ି ଦୁର୍ଯ୍ୟୋଧନ ମୋନିଙ୍ଗି କାମେଶ୍ୱରୀ ବେଶ ପରିପାଟି ଯେମିତି, ଠାଣି ମଧ୍ୟ ସେମିତି। ମଞ୍ଚ ଉପରେ ରାଜା ଦୁର୍ଯ୍ୟୋଧନ, ତଳେ ଅଭିଭୂତ ଦର୍ଶକ। ନିଶର ମୋଟେଇ ଯେମିତି, କାନ୍ଧରେ ପଡ଼ିଥିବା ଗଦାଟି ମଧ୍ୟ ସେମିତି। କିନ୍ତୁ ମହାଭାରତର କଠୋର ଚରିତ୍ର ଦୁର୍ଯ୍ୟୋଧନଙ୍କ ଭୂମିକାରେ ଠିଆ ହୋଇଥିବା ଏହି କଳାକାରଙ୍କ ହୃଦୟ ଖୁବ୍ କୋମଳ। 20 Apr 2024 10:38 ISTPallipuspa Samal Follow Uswoman plays characterAdvertisment Read More Successful Story