Advertisment

ଖୁସି ଛଡାଇ ନେଇଛି ଆନନ୍ଦିତା, ନେହୁରା ହେଉଛନ୍ତି ବାପାମାଆ

ବାପାମାଆଙ୍କର ଗୋଟିଏ ବୋଲି ଝିଅ ଆନନ୍ଦିତା । କଅଁଳ ବୟସରେ ପୀଡିତ ହୋଇଛି ବ୍ଲଡ କ୍ୟାନସରରେ । ବଡଡାକ୍ତରଖାନା ଫେରାଇଦେବା ପରେ ଏବେ କୋଲକାତାରେ ରହି ଚିକିତ୍ସିତ ହେଉଛନ୍ତି ।

author-image
Otv Khabar Bureau

ବାପାମାଆଙ୍କର ଗୋଟିଏ ବୋଲି ଝିଅ ଆନନ୍ଦିତା । କଅଁଳ ବୟସରେ ପୀଡିତ ହୋଇଛି ବ୍ଲଡ କ୍ୟାନସରରେ । ବଡଡାକ୍ତରଖାନା ଫେରାଇଦେବା ପରେ ଏବେ କୋଲକାତାରେ ରହି ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲ ବେଡରୁ କୁନି ଝିଅଟି କରିଛି ଆକୁଳ ନିବେଦନ । ଆପଣମାନଙ୍କ ସାହାଯ୍ୟ ପାଇଲେ ବଞ୍ଚିଯିବ ବୋଲି ଆଶା ରଖିଛି । ବାପାମାଆ ବି ହାତଯୋଡି ସାହାଯ୍ୟ ଭିକ୍ଷା କରିଛନ୍ତି । 

Advertisment
Blood Cancer
Advertisment
Advertisment