Advertisment

5T ସ୍କୁଲ ରୂପାନ୍ତରଣକୁ ଖୋଲା ଉପହାସ ! ବର୍ଷ ବର୍ଷ ଧରି ଗଛ ମୂଳେ ପଢୁଛନ୍ତି ପିଲା

୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?

Advertisment

ଉପାନ୍ତ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଫାଇଭ୍ ଟି ପ୍ରାବଧାନ ସତ୍ତ୍ୱେ ଖୋଲା ଆକାଶ ତଳେ କାଲିର ଭବିଷ୍ୟତ । ଶ୍ରେଣୀଗୃହ ଅଭାବରୁ ଗଛ ମୂଳେ ବିପଦପୂର୍ଣ୍ଣ ପରିବେଶରେ ଚାଲେ ପାଠପଢ଼ା । ଦିନେ ଅଧେ କି ମାସେ ବର୍ଷେ ନୁହେଁ। ଆଜିକୁ ୩ ବର୍ଷ ଧରି ନଦୀକୂଳ ଗଛ ତଳେ ଏମିତି ଅବସ୍ଥାରେ ପାଠ ପଢୁଛନ୍ତି କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ।

Advertisment
5T Kids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ