'Odisha sarpanch attacked by govt official for flagging corruption in 5T work'
Advertisment
ନିମ୍ନମାନର କାମ ଅଭିଯୋଗ କଲେ ସରପଂଚ... ଯେଉଁଥିପାଇଁ ଏସ.ଡି.ଓ ତାଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କଲେ ... ଆଉ ତଣ୍ଟି ଚିପୁଥିବାର ଭିଜୁଆଲ୍ ବି ହେଲା ଭାଇରାଲ… ଏଥିରେ ଏସ୍.ଡି.ଓଙ୍କୁ ପାଖରେ ସହଯୋଗ କଲେ କନିଷ୍ଠ ଯନ୍ତ୍ରୀ ଭୋଇ ବାବୁ… ଯାହା ଭିଡିଓରେ ସ୍ପଷ୍ଟ ଶୁଭୁଛି ଅଡିଓ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us