ଆଜି ପଖାଳ ଦିବସ...ଚୁନା ମାଛ ଭଜାକୁ ଶାଗ ଆଉ ସାଙ୍ଗରେ ଥିବ ଆଳୁ, ବାଇଗଣ ଓ ବିଲାତି ପୋଡ଼ା। ଟିକିଏ ପିଆଜ, ରସୁଣ ଓ କଞ୍ଚାଲଙ୍କା ଦେଇ ଚକଟି ଖାଇଦେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଶାନ୍ତି। ଡାକ୍ତର ବି କହୁଛନ୍ତି ପଖାଳ ଖାଇଲେ ହେବନି ରୋଗ...
Published: Otv Khabar Bureau
Last updated: 20 March 2022, 01:37 PM IST
ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନାର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।