Advertisment

'ଯୁଦ୍ଧ ନ ରୋକିଲେ ଏହା ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଇବ'

ଯୁଦ୍ଧ ବିରାମରେ ସହମତି ହେବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କିଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ।

Advertisment

 ଟ୍ରମ୍ପ-ଜେଲେନସ୍କି କଥା କଟାକଟି। ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ନେଇ ହ୍ବାଇଟ୍ ହାଉସରେ ହାଇଡ୍ରାମା। ମୁହାଁମୁହିଁ ଆମେରିକା ଓ ୟୁକ୍ରେନ୍ ରାଷ୍ଟ୍ରପତି। ଯୁଦ୍ଧ ବିରାମରେ ସହମତି ହେବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କିଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ବେଳେ ଦେଖିବାକୁ ମିଳିଥିଲା କଡ଼ା ଯୁକ୍ତିତର୍କ।

Advertisment
Donald Trump Zelensky
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ