Advertisment

ଚାରିଆଡେ ହୁ ହୁ ହୋଇ ଜଳୁଛି

ଚାରିଆଡେ ହୁ ହୁ ହୋଇ ଜଳୁଛି। ଯୁଆଡେ ଦେଖିବ ଖାଲି ନିଆଁ ଆଉ ନିଆଁ। ଥମିବାର ନାଁ ଧରୁନି। ନିଆଁ ଆଁରେ ପଶିଗଲାଣି ଘର ଦ୍ୱାର। ବଡ଼ ବଡ଼ ଗଛ ସବୁ ବି ପାଉଁଶ ହୋଇଗଲାଣି। ଲିଭାଇଲେ ପୁଣି ଜଳୁଛି। ସବୁଠି ହା ହା କାର। ଆମେରିକା, ଜାପାନ ପରେ ଏବେ ପାଳି ପଡ଼ିଛି ଦକ୍ଷିଣ କୋରିଆର।

ଅଦ୍ୟତନ ହୋଇଛି

Japan South Korea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ