Advertisment

ବନ୍ଦ ହେଲା ଇରାନ-ଇସ୍ରାଇଲ୍ ଯୁଦ୍ଧ

ବନ୍ଦ ହେଲା ଇରାନ-ଇସ୍ରାଇଲ୍ ଯୁଦ୍ଧ। ଯୁଦ୍ଧ ବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍। ବିଶେଷ ସର୍ତ୍ତ ରଖି ଯୁଦ୍ଧ ବିରତି ପାଇଁ ରାଜି ହେଲେ ଦୁଇ ଦେଶ। ଜାଣନ୍ତୁ କଣ ।

Advertisment

ଦୀର୍ଘ ୧୨ ଦିନର ସଂଘର୍ଷ ପରେ ଇରାନ-ଇସ୍ରାଇଲ୍ ସିସଫାୟାର ପାଇଁ ରାଜି ହୋଇଛନ୍ତି। ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋମବାର ସେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା ମାଧ୍ୟମରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲେ। ସେପଟେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ତାଙ୍କ ଟିମ୍ ଏନେଇ ତେହେରାନ ସହିତ ଆଲୋଚନା କରିଥିଲେ।

Advertisment
Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ