U.S. Issues Level 2 Travel Advisory for Odisha, Cites Rising Crime; Govt Pushes Back
ଆମେରିକାର_ଆଡଭାଇଜରି_ଝଡ଼
ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି ବା ଯାତ୍ରା ନିର୍ଦ୍ଦେଶାବଳି। ଓଡ଼ିଶା ସମେତ ୬ ରାଜ୍ୟକୁ ଅସୁରକ୍ଷିତ ଦର୍ଶାଇ ନିଜ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିବା ପରେ ସୃଷ୍ଟି ହେଲା ଝଡ଼। ବିଶେଷ କରି ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ବଢୁଥିବା ଦର୍ଶାଇ ଏଭଳି ଆଡଭାଇଜରି ଜାରି କରାଯାଇଛି। ଆମେରିକାର ଏଭଳି ଆଭିମୁଖ୍ୟ ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଥିବା ବିରୋଧୀ କହିଛନ୍ତି। ସେପଟେ ସରକାର କହିଛନ୍ତି ଭାରତରେ ବିକାଶରେ ଅସହିଷ୍ଣୁ ହୋଇ ଆମେରିକା ଏଭଳି କରିଛି। ଓଡ଼ିଶା ସଂପୂର୍ଣ୍ଣ ସୁରକ୍ଷିତ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us