Advertisment

ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି

#ଲାଗିଯିବ_କି_ତୃତୀୟ_ବିଶ୍ୱଯୁଦ୍ଧ? ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଶେଷରେ ଏଣ୍ଟ୍ରି ମାରିଛି ଆମେରିକା। ଇରାନ୍ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଗତ ରାତିରେ ଇରାନର ୩ଟି ପରମାଣୁ ପ୍ରତିଷ୍ଠାନକୁ ବିଧ୍ବଂସକାରୀ ବୋମା ପକାଇ ଉଡ଼ାଇ ଦେଇଛି। ନିଜେ ଟ୍ରମ୍ପ ଏହି ସୂଚନା ଦେବା ସହ କହିଛନ୍ତି, ଇରାନର ଆଣବିକ କ୍ଷମତାକୁ ସମୂଳେ ଧ୍ବଂସ କରିବା ଓ ଦୁନିଆକୁ ପରମାଣୁ ବିପଦରୁ ରୋକିବା ଆମର ଉଦ୍ଦେଶ୍ୟ ଥିଲା। ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଇରାନ୍ ରାଷ୍ଟ୍ରପତି। ଅନ୍ୟପଟେ ଆମେରିକାର ଆଟାକ୍ ପରେ ଇସ୍ରାଏଲର ୧୪ ସହରରେ ଜୋରଦାର ମିସାଇଲ୍ ମାଡ଼ ବି କରିଛି ଇରାନ୍।...

Advertisment

#ଲାଗିଯିବ_କି_ତୃତୀୟ_ବିଶ୍ୱଯୁଦ୍ଧ?
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଶେଷରେ ଏଣ୍ଟ୍ରି ମାରିଛି ଆମେରିକା। ଇରାନ୍ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଗତ ରାତିରେ ଇରାନର ୩ଟି ପରମାଣୁ ପ୍ରତିଷ୍ଠାନକୁ ବିଧ୍ବଂସକାରୀ ବୋମା ପକାଇ ଉଡ଼ାଇ ଦେଇଛି। ନିଜେ ଟ୍ରମ୍ପ ଏହି ସୂଚନା ଦେବା ସହ କହିଛନ୍ତି, ଇରାନର ଆଣବିକ କ୍ଷମତାକୁ ସମୂଳେ ଧ୍ବଂସ କରିବା ଓ ଦୁନିଆକୁ ପରମାଣୁ ବିପଦରୁ ରୋକିବା ଆମର ଉଦ୍ଦେଶ୍ୟ ଥିଲା। ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଇରାନ୍ ରାଷ୍ଟ୍ରପତି। ଅନ୍ୟପଟେ ଆମେରିକାର ଆଟାକ୍ ପରେ ଇସ୍ରାଏଲର ୧୪ ସହରରେ ଜୋରଦାର ମିସାଇଲ୍ ମାଡ଼ ବି କରିଛି ଇରାନ୍।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ