Israel-Iran Ceasefire
Advertisment
ଇରାନ-ଇସ୍ରାଏଲ୍ ଘମାଘୋଟ ଯୁଦ୍ଧରେ ଲାଗିଛି ସାମୟିକ ବ୍ରେକ୍। ଦୁଇ ଦେଶ ୨୪ ଘଣ୍ଟିଆ ଯୁଦ୍ଧ ବିରତି ନେଇ ରାଜି ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ଏହାରି ଭିତରେ ଇରାନ୍ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ନେଇ ଇସ୍ରାଏଲ ଅଭିଯୋଗ ଉଠାଇଛି, କିନ୍ତୁ ଏହାକୁ ଖଣ୍ଡନ କରିଛି ଇରାନ୍। ଏନେଇ ଟ୍ରମ୍ପ୍ ଉଭୟ ଇରାନ ଓ ଇସ୍ରାଏଲ ଉପରେ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି, ସେମାନେ ଜାଣିନାହାନ୍ତି, କଣ କରିବାକୁ ଯାଉଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us