Advertisment

ଟ୍ରମ୍ପଙ୍କ ଟାରିଫକୁ ଆମେରିକା କୋର୍ଟଙ୍କ ଝଟକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା। ଟ୍ରମ୍ପଙ୍କ ଟାରିଫକୁ ବେଆଇନ୍ କହିଲେ ଆମେରିକା କୋର୍ଟ । ଆମେରିକାର ଅପିଲସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି, ଟାରିଫ୍ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ ।

ଅଦ୍ୟତନ ହୋଇଛି

US President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ