Advertisment

ଋଷ ସୀମାରେ ଆମେରିକା ମୁତୟନ କଲା ପରମାଣୁ ବୁଡ଼ାଜାହାଜ

ଆରମ୍ଭ ହେବ କି ପରମାଣୁ ଯୁଦ୍ଧ ? ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ଯାଉଛି କି ବିଶ୍ୱ ? ଦିନକୁ ଦିନ ବଢ଼ିବାରେ ଲାଗିଛି ଋଷ-ଆମେରିକା ବିବାଦ । ପୁଟିନ୍‌ଙ୍କ ସହଯୋଗୀ ମେଦଭେଦେଭଙ୍କ ବୟାନରେ ରାଗିଗଲେ ଟ୍ରମ୍ଫ । ଆଉ ଶେଷରେ ଋଷ ସୀମାରେ ମୁତୟନ କଲେ ଦୁଇଟି ପରମାଣୁ ବୁଡ଼ା ଜାହାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ