Advertisment

ଆମେରିକା ଆକାଶରେ ଅନ୍‌ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ ବା UFO

ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।

Advertisment

ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ । ତେବେ ପେଂଟାଗନର ରିପୋର୍ଟ ଅନୁସାରେ,ଏହି ୟୁଏଫ୍ଓ ସହିତ ଅନ୍ୟ ଗ୍ରହର ଜୀବଙ୍କ କୌଣସି ସଂପର୍କ ଥିବା ସ୍ପଷ୍ଟ ହୋଇନାହିଁ । ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।

Advertisment
America UFO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ