Russia Ukraine
Advertisment
ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି । ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶଙ୍କ ବିଭିନ୍ନ ପନ୍ଥାରେ ଚାପ ସତ୍ତ୍ୱେ ଋଷ ରାଷ୍ଟ୍ରପତି ପୁତିନ ନିଜ ଜିଦ୍ରେ ଅଟଳ । ଏଣେ ୟୁକ୍ରେନ୍ ବି ଅସମ୍ଭବ କ୍ଷୟକ୍ଷତି ସହିବା ସତ୍ତ୍ୱେ ଅସ୍ତ୍ରତ୍ୟାଗ ପାଇଁ ନାରାଜ । ଏଭିତରେ ଆଜି ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଏକାଠି ହୋଇଛନ୍ତି ନାଟୋ, ୟୁରୋପୀୟ ସଂଘ ଓ G7 ନେତା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us