By: Pallipuspa Samal
Last updated: 30 September 2024, 03:27 PM IST
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି । କେବଳ ନିଜ ଦୁନିଆରେ ନିଜେ ବାଦ୍ଶାହା ଏହି ସଂପ୍ରଦାୟର ଲୋକେ । ଏହି ଜନଜାତିକୁ କୋରୋବାଇ ବୋଲି କୁହାଯାଏ ।