Advertisment

Dire Wolf: ୧୨,୫୦୦ ବର୍ଷ ପରେ ପୁଣି ଜନ୍ମ ନେଲା ବିଲୁପ୍ତ ଡାୟର ଉଲ୍ଫ

ପୁଣି ଜନ୍ମ ନେଲା ବିଲୁପ୍ତ ଡାୟର ଉଲ୍ଫ । ୧୨,୫୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିଲା । ଏବେ ଲାବ୍ରୋଟୋରୀରେ ବିରଳ ଗଧିଆ ପୁର୍ନଜୀବିତ ।

ଅଦ୍ୟତନ ହୋଇଛି
Advertisment

ସବୁଠୁ ଭୟଙ୍କର ଶିକାରୀ ଜନ୍ତୁ ଥିବା ଡାୟର ଉଲ୍ଫ ବା ଧଳା ଗଧିଆର ପୁର୍ନଜନ୍ମକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ୭୨ ହଜାର ବର୍ଷ ତଳର ଜୀବାସ୍ମୀକୃତ ଅବଶେଷ ଡିଏନ୍‌ଏରୁ ଜନ୍ମ ଏହି ଧଳା ଗଧିଆ । ୧୨,୫୦୦ ବର୍ଷ ପୂର୍ବେ ଏମାନେ ବିଲୁପ୍ତ ହୋଇଯାଇଥିଲେ । ଯାହାକୁ କୁହାଯାଉଥିଲା କାଳ୍ପନିକ । ହେଲେ ଏବେ ଏମାନଙ୍କୁ ପୁର୍ନଜୀବିତ କରି ବିଜ୍ଞାନ ଦେଖାଇଛି ତାର କରିସ୍ମା । ବୈଜ୍ଞାନିକମାନେ ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ବିଲୁପ୍ତ ପ୍ରାୟ ପ୍ରଜାତି ଡାୟାର ୱଲ୍ଫକୁ ପୁନର୍ଜୀବିତ କରିଛନ୍ତି ।   

Advertisment
US Scientists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ