Advertisment

ଦୋହଲୁଥିଲା ହସ୍ପିଟାଲ ଚାଲିଲା ଅପରେସନ

ଚାଲିଥାଏ ଅପରେସନ୍ । ହଠାତ୍ ଥରିବାକୁ ଲାଗିଲା ଓଟି । ଶକ୍ତିଶାଳୀ ଭୂମିକମ୍ପରେ ଓଟି ଭିତରେ ଡାକ୍ତର, ନର୍ସଙ୍କ ସହ ଯନ୍ତ୍ରପାତି, ଷ୍ଟ୍ରେଚର୍, ସବୁକିଛି ଦୋହଲୁଥିଲା । ଲାଗୁଥିଲା ଏଇନା ଯେମିତି ହସ୍ପିଟାଲଟି ଭୁଶୁଡି ପଡିବ । ତଥାପି ଅପେରସନ୍ ବନ୍ଦ କରିନଥିଲେ ଡାକ୍ତର । ରୋଗୀକୁ ଛାଡି ଯାଇନଥିଲେ କି ନିଜ ଜୀବନ ବଞ୍ଚାଇବାକୁ ଚାହିଁନଥିଲେ । ଦେଖନ୍ତୁ ଏ ଦୃଶ୍ୟକୁ... ଏଠି ଆଉ କିଏ ହୋଇଥିଲେ ଆଗେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତା । ହସ୍ପିଟାଲରୁ ଦୌଡି ପଳାଇଥାନ୍ତା । ହେଲେ ନିଜ ଜୀବନକୁ ପଛ କରି ରୋଗୀର ଜୀବନ ବଞ୍ଚାଇଲେ ଏ ଡାକ୍ତରମାନେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ