Advertisment

ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡା, ଭିଡ଼ିଓ ହେଲା ଭାଇରାଲ

ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡ଼ା । ବିନାମ ବନ୍ଦରରୁ ଭାଇରାଲ ହେଲା ଭିଡିଓ । ଦେଶର ପ୍ରଥମ ନାଗରିକ ବିଶ୍ୱ ସାମ୍ନାରେ ହେଲେ ବେଜିତ୍‌ । ଏ ଭିଡିଓକୁ ଦେଖି ବେଶ୍‌ ଅନୁଭବ କରିପାରୁଥିବେ ସେତେବେଳେ ରାଷ୍ଟ୍ରପତିଙ୍କ ଅବସ୍ଥା କିପରି ହୋଇଥିବ ।

Advertisment

ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡ଼ା । ବିନାମ ବନ୍ଦରରୁ ଭାଇରାଲ ହେଲା ଭିଡିଓ । ଦେଶର ପ୍ରଥମ ନାଗରିକ ବିଶ୍ୱ ସାମ୍ନାରେ ହେଲେ ବେଜିତ୍‌ । ଏ ଭିଡିଓକୁ ଦେଖି ବେଶ୍‌ ଅନୁଭବ କରିପାରୁଥିବେ ସେତେବେଳେ ରାଷ୍ଟ୍ରପତିଙ୍କ ଅବସ୍ଥା କିପରି ହୋଇଥିବ । ଆଉ ସବୁଠାରୁ ବଡ଼ କଥା ହେଉଛି, ଆପଣଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଥିବ । ରାଷ୍ଟ୍ରପତିଙ୍କ ଗାଲକୁ କିଏ ମାରିଲା ? ଚାପୁଡ଼ା କିଏ ମାରିଛନ୍ତି ? ତେବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ଖୋଦ୍‌ ତାଙ୍କ ଧର୍ମପତ୍ନୀ ବ୍ରିଗେଟ ମାକ୍ରନ ।

Advertisment
France Viral Video Emmanuel Macron Slapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ