Advertisment

ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ରାଜନୈତିକ ଅସ୍ଥିରତା ଚର୍ଚ୍ଚା

ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ରାଜନୈତିକ ଅସ୍ଥିରତା ଚର୍ଚ୍ଚା । ସେନା ଅଧିକାରୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁପ୍ତ ବୈଠକ ଚର୍ଚ୍ଚା ।

Advertisment

ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ରାଜନୈତିକ ଅସ୍ଥିରତା ଭିତରେ ଗତି କରୁଥିବା ଚର୍ଚ୍ଚା। ସେନା ଅଧିକାରୀ ଏବଂ ଗତବର୍ଷ ଆନ୍ଦୋଳନ କରୁଥିବା ଛାତ୍ର ସଂଗଠନ ମଧ୍ୟରେ ଏକ ଗୁପ୍ତ ବୈଠକ ହେବା ନେଇ ଖବର ଆସିବା ପରେ ପୁଣି ଥରେ ସରକାର ସଙ୍କଟରେ ଥିବା ଚର୍ଚ୍ଚା ହୋଇଛି। କିନ୍ତୁ ଏହାକୁ ଗୋଟିଏ ଗୁଜବ ବୋଲି କହିଛନ୍ତି ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ। ଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଥିବା କଥା କହିଛନ୍ତି । ଚଳିତ ବର୍ଷ ଡିସେମ୍ୱରରୁ ଆଗାମୀ ବର୍ଷ ଜୁନ୍ ମଧ୍ୟରେ ନିର୍ବାଚନ ହୋଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି। 

Advertisment
Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ