Pakistan international flight
Advertisment
ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ । ପାକିସ୍ତାନରେ ଇନ୍ଧନର ଘୋର ଅଭାବ ଦେଖାଦେଇଛି । ଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପକ୍ଷରୁ ୪୮ଟି ବିମାନକୁ ବାତିଲ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us