Advertisment

ଜାତିସଂଘ ସୁରକ୍ଷା ପରିଷଦରେ ଅପଦସ୍ତ ପାକିସ୍ତାନ

ଜାତିସଂଘ ସୁରକ୍ଷା ପରିଷଦରେ ଅପଦସ୍ତ ପାକିସ୍ତାନ । ଫେଲ୍ ହେଲା ପାକ୍ ଏଜେଣ୍ଡା, ତୀବ୍ର ଭର୍ତ୍ସନା । ନିଜ ଜାଲରେ ଫସିଲା ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକି ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚାଲ ଖେଳିଥିବା ପାକିସ୍ତାନ, ସେଠାରୁ କାନ ମୁଣ୍ଡ ଆଉଁସି ଫେରିଛି ।

Advertisment

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଘନ ଘନ ଟିଉସନ୍ । ଯାଇଥିଲା, ଭାରତ ବିରୋଧରେ ବିଷ ଓଗାଳିବାକୁ, ହେଲେ ଓଲଟା ନିନ୍ଦିତ ହୋଇଛି ପାକ୍ । ଭାରତ-ପାକିସ୍ତାନ ଅଶାନ୍ତି ବଢୁଥିବା ବେଳେ ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଥିବା ଏବଂ ମିସାଇଲ୍ ଟେଷ୍ଟ କରିଥିବାରୁ ତୀବ୍ର ଭର୍ତ୍ସନା କରାଯାଇଛି । ପହଲଗାମ ଆକ୍ରମଣରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବାର ସଂପୃକ୍ତି ରହିଛି କି ବୋଲି ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି ଜାତିସଂଘ ମହାସଚିବ । ଏପଟେ ଯୁଦ୍ଧ ସ୍ଥିତି ଭିତରେ ଆଜି ଦୁଇଦିନରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଏନଏସଏ ଅଜିତ୍ ଡୋଭାଲ

Advertisment
Pakistan UNSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ