Advertisment

ପାକସ୍ତାନ ସ୍ଥିତି ଭୟଙ୍କର, ଆଉ ମିଳିବନି ପେଟ୍ରୋଲ

ଏୟାରବେସ୍‌ ଉପରେ କାଉଣ୍ଟର ଆଟାକ୍‌ ପରେ ଆଗକୁ ଭୟଙ୍କର ସ୍ଥିତି ଆଶଙ୍କା କରି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ କରିଦେଇଛି ପାକିସ୍ତାନ।

Advertisment

ଭାରତର ପ୍ରଚଣ୍ଡ ହମ୍‌ଲାରେ କମ୍ପୁଛି ପାକିସ୍ତାନ। ଜଳୁଛି ଲାହୋର। ଥରୁଛି ରାୱଲପିଣ୍ଡ, କରାଚି ଭଳି ଏକାଧିକ ସହର। କେଉଁଠି ଏୟାରବେସ୍‌ ଉଡିଛି ତ ଆଉ କେଉଁଠି ମାଟି କାମୁଡି ପଡିଛି ଏୟାର ଡିଫେନ୍ସ ସିଷ୍ଟମ୍‌। ତ୍ରାହି ତ୍ରାହି ରଡି ଛାଡୁଛି ପାକିସ୍ତାନ। ଭାରତର ରୁଦ୍ର ରୂପ ଦେଖି ହୋସ ଉଡିଗଲାଣି। ଶୁକ୍ରବାର ଭାରତ ଯାହା କଲା ତାହା ଦେଖି ପାକିସ୍ତାନର ଉଡିଯାଇଛି ନିଦ। ଏୟାରବେସ୍‌ ଉପରେ କାଉଣ୍ଟର ଆଟାକ୍‌ ପରେ ଆଗକୁ ଭୟଙ୍କର ସ୍ଥିତି ଆଶଙ୍କା କରି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ କରିଦେଇଛି ପାକିସ୍ତାନ।

Advertisment
India Pakistan India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ