ଅଦ୍ୟତନ ହୋଇଛି
Pakistan PM Hospitalized
Advertisment
ହସ୍ପିଟାଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଭାରତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଭାବି ଭାବି ଦେହ ଖରାପ ହୋଇଗଲା କି ? ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିବା ପରେ ଭୟରେ ଅଛନ୍ତି କି ଶେହବାଜ ସରିଫ ? ପ୍ରଧାନମନ୍ତ୍ରୀ ଶେହବାଜଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ରାୱଲପିଣ୍ଡିସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହାକୁ ଗୋପନୀୟ ରଖିବାକୁ ଆର୍ମି ହସ୍ପିଟାଲ ବ୍ୟାପକ ପଦକ୍ଷେପ ନେଇଥିଲା । ହେଲେ ଶେହବାଜଙ୍କ ଚିକିତ୍ସା ନେଇ ହସ୍ପିଟାଲର ଏ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us