Pakistan Faces Severe Flooding After India\'s Sudden Water Release into Jhelum River
Advertisment
ପହଲଗାମ୍ ହମଲା ପରେ ଭାରତ ଆରମ୍ଭ କରିଦେଇଛି କି ୱାଟର ୱାର୍? ଶୋଷିଲା ମରିବ କହୁଥିଲେ, ହେଲେ ତା ଆଗରୁ ପାକିସ୍ତାନର ଏବେ ବୁଡ଼ି ମରିବା ସ୍ଥିତି। ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ଭାରତ ଖେଳିଥିବା କୂଟନୈତିକ ମାଷ୍ଟର ଷ୍ଟ୍ରୋକ୍ ପରେ ଏବେ ପାଣି ପାଣି ପାକିସ୍ତାନ। ପାକ୍ ମିଡିଆର ଅଭିଯୋଗ ଝେଲମ୍ ନଦୀରେ ଭାରତ ଅଚାନକ୍ ପାଣି ଛାଡ଼ି ଦେବାରୁ ମୁଜାଫରାବାଦରେ ଭୟଙ୍କର ବନ୍ୟାସ୍ଥିତି ଉପୁଜିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us