Advertisment

India Pakistan Conflict: ଥରହର ପାକିସ୍ତାନ...ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇଲା

ଭାରତର ଯୁଦ୍ଧ ପ୍ରସ୍ତୁତିରେ ଥରହର ପାକିସ୍ତାନ । ଡରି ମରି ଛାନିଆ ହୋଇ ସିଆଲକୋଟରେ ମୁତୟନ କଲା TPS-77 ରାଡାର । କାଳେ ଧରାପଡ଼ିଯିବ ପାକ୍ ଅଧିକୃତ କାଶ୍ମୀରରେ ବି ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇଲା ।

ଅଦ୍ୟତନ ହୋଇଛି
Advertisment

ଭାରତର ଯୁଦ୍ଧ ପ୍ରସ୍ତୁତିରେ ଥରହର ପାକିସ୍ତାନ । ଡରି ମରି ଛାନିଆ ହୋଇ ସିଆଲକୋଟରେ ମୁତୟନ କଲା TPS-77 ରାଡାର । ଫିରୋଜପୁରରେ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ୟୁନିଟ୍ । କାଳେ ଧରାପଡ଼ିଯିବ ପାକ୍ ଅଧିକୃତ କାଶ୍ମୀରରେ ବି ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇଲା । ହେଲେ ବି ଭାରତ ହାତରୁ ବର୍ତ୍ତି ପାରିବନି ପାକିସ୍ତାନ ।

Advertisment
India Pakistan Peace Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ