Advertisment

ସେନା ମୁଖ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

ସେନା_ମୁଖ୍ୟାଳୟ_ସ୍ଥାନାନ୍ତର_କରିବ_ପାକିସ୍ତାନ ଭାରତର ଷ୍ଟ୍ରାଇକ୍ ପରେ ଭୟଭୀତ ପାକିସ୍ତାନ । ନିଜର ସେନା ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି । ରାୱଲପିଣ୍ଡିରେ ସେନା ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଏହାକୁ ୨୦ କିଲୋମିଟର ଦୂର ଇସଲାମାବାଦକୁ ନେବା ପାଇଁ ପାକ୍ ସେନା ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment

ସେନା_ମୁଖ୍ୟାଳୟ_ସ୍ଥାନାନ୍ତର_କରିବ_ପାକିସ୍ତାନ
ଭାରତର ଷ୍ଟ୍ରାଇକ୍ ପରେ ଭୟଭୀତ ପାକିସ୍ତାନ । ନିଜର  ସେନା ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି । ରାୱଲପିଣ୍ଡିରେ ସେନା ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଏହାକୁ ୨୦ କିଲୋମିଟର ଦୂର ଇସଲାମାବାଦକୁ ନେବା ପାଇଁ ପାକ୍ ସେନା ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment
Pakistan Islamabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ