Advertisment

ପାକିସ୍ତାନରେ ଭୋକ ଦାଉ, ଅନାହାରରେ ଅଛନ୍ତି କୋଟିଏ ନାଗରିକ

କାଙ୍ଗାଳ ପାକିସ୍ତାନ ପାଖରେ ନିଜ ଲୋକଙ୍କ ପେଟ ଭରିବାକୁ ସମ୍ୱଳ ନାହିଁ । ନିଜ ପିଲାଙ୍କୁ ଯୋଗାଇ ପାରୁନି ପୁଷ୍ଟିକର ଖାଦ୍ୟ । ବଢୁଥିବା ଖାଦ୍ୟ ସଂକଟର ବୋଝ ତଳେ ଏବେ ଚେପା ହୋଇଗଲାଣି ପାକିସ୍ତାନ ।

Advertisment

ପାକିସ୍ତାନରେ ଭୋକର ଦାଉ । ଅନାହାରରେ ଅଛନ୍ତି କୋଟିଏରୁ ଅଧିକ ପାକ୍ ନାଗରିକ । ସାମ୍ନାକୁ ଆସିଲା ପାକିସ୍ତାନରେ ଖାଦ୍ୟସଂକଟର ବିକଟ ରୂପ । ଭୋକରେ ସଢୁଛି ଆତଙ୍କବାଦୀଙ୍କ ଆଶ୍ରୟଦାତା ପାକିସ୍ତାନ । ୟୁଏନ୍ ରିପୋର୍ଟରେ ଋଣଗ୍ରସ୍ତ ପାକିସ୍ତାନର କାଙ୍ଗାଳ ଚେହେରା ପଦାକୁ ଆସିଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଗତ ମେ' ୧୬ ତାରିଖରେ ଜାରି ଗ୍ଲୋବାଲ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି । କାଙ୍ଗାଳ ପାକିସ୍ତାନ ପାଖରେ ନିଜ ଲୋକଙ୍କ ପେଟ ଭରିବାକୁ ସମ୍ୱଳ ନାହିଁ । ନିଜ ପିଲାଙ୍କୁ ଯୋଗାଇ ପାରୁନି ପୁଷ୍ଟିକର ଖାଦ୍ୟ । ବଢୁଥିବା ଖାଦ୍ୟ ସଂକଟର ବୋଝ ତଳେ ଏବେ ଚେପା ହୋଇଗଲାଣି ପାକିସ୍ତାନ ।

Advertisment
Pakistan United Nation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ