Advertisment

ମିଜାଇଲ୍ ମାଡ଼ ଦେଖୁଥିଲୁ, ବଙ୍କରରେ ଲୁଚିଥିଲୁ

ସେମାନେ କିଭଳି ନିଜକୁ ସୁରକ୍ଷିତ ରଖୁଥିଲେ, ଇରାନ୍ ଆକ୍ରମଣରୁ ବର୍ତ୍ତିବାକୁ କି ଉପାୟ ଆପଣାଉଥିଲେ, ସେ ସବୁ କଥା ନିଜ ମୁହଁରେ ଗୋଟି ଗୋଟି ବଖାଣିଛନ୍ତି।

Advertisment

ଯୁଦ୍ଧ ଘନଘଟାରେ ଫସିଥିବା ଇସ୍ରାଏଲରୁ ଫେରିଛନ୍ତି ୧୩ ଓଡ଼ିଆ ଛାତ୍ରଛାତ୍ରୀ। ଆଜି ପ୍ରଥମ ଦଫାରେ ୧୩ ଜଣ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବଖାଣିଛନ୍ତି ଛାତିଥରା ଅନୁଭୂତି। ଯୁଦ୍ଧତ୍ରସ୍ତ ଇସ୍ରାଏଲର ପ୍ରତି ମିନିଟରେ କଣ ହେଉଥିଲା, ସେମାନେ କିଭଳି ନିଜକୁ ସୁରକ୍ଷିତ ରଖୁଥିଲେ, ଇରାନ୍ ଆକ୍ରମଣରୁ ବର୍ତ୍ତିବାକୁ କି ଉପାୟ ଆପଣାଉଥିଲେ, ସେ ସବୁ କଥା ନିଜ ମୁହଁରେ ଗୋଟି ଗୋଟି ବଖାଣିଛନ୍ତି।

Advertisment
Odia Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ