nepal protest
Advertisment
ବନ୍ଦ ହେଲା ସୋସିଆଲ ମିଡିଆ । ଚାଲୁନି ଫେସବୁକ୍, ଇନଷ୍ଟାଗ୍ରାମ । ୟୁଟ୍ୟୁବ୍, ହ୍ବାଟ୍ସଆପ, ଏକ୍ସ ବି ବ୍ୟାନ । ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କଲା ନେପାଳ । ନେପାଳ ସରକାର ଫେସବୁକ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ, ୟୁଟ୍ୟୁବ, ଏକ୍ସ ଭଳି ବଡ ବଡ ଲୋକପ୍ରିୟ ପ୍ଲାଟଫର୍ମକୁ ବନ୍ଦ କରିଦେଇଛନ୍ତି । ଫଳରେ ନେପାଳବାସୀ ଏସବୁ ଆପଗୁଡିକୁ ଆଉ ବ୍ୟବହାର କରିପାରୁନାହାନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us