myanmar
Advertisment
#ଧ୍ବଂସାବଶେଷ_ତଳେ_ଜୀବନ_ଖୋଜା
ମିଆଁମାର ଭୂକଂପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ମିଆଁମାରର ସହାୟତା ପାଇଁ ଭାରତ ସମେତ ବହୁ ଦେଶ ଆଗେଇ ଆସିଛନ୍ତି।