Advertisment

India Airstrike: ଭାରତର ଏୟାରଷ୍ଟ୍ରାଇକରୁ ଅଳ୍ପକେ ବର୍ତ୍ତିଗଲା ମାସୁଦ ଆଜହର

ଟିକିଏ ଟିକିଏରେ ବଞ୍ଚିଗଲା ମୋଷ୍ଟ ୱଣ୍ଟେଡ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଜହର । ଅପରେସନ ସିନ୍ଦୁର ସମୟରେ ମିସାଇଲ ମାଡ ହୋଇଥିବା ଜୈସ୍ ମୁଖ୍ୟାଳୟ ପାଖ ଘରେ ଥିଲା ଆଜହର। ମିସାଇଲ ମାଡରେ ତା' ପରିବାରର ୧୪ ଜଣ ଜୀବନ ହାରିଥିଲେ ।

Advertisment

ଟିକିଏ ଟିକିଏରେ ବଞ୍ଚିଗଲା ମୋଷ୍ଟ ୱଣ୍ଟେଡ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଜହର । ଅପରେସନ ସିନ୍ଦୁର ସମୟରେ ମିସାଇଲ ମାଡ ହୋଇଥିବା ଜୈସ୍  ମୁଖ୍ୟାଳୟ ପାଖ ଘରେ ଥିଲା ଆଜହର । ମିସାଇଲ ମାଡରେ ତା' ପରିବାରର ୧୪ ଜଣ ଜୀବନ ହାରିଥିଲେ । ମେ' ୬ ତାରିଖ ରାତିରେ ଭାରତର ମିସାଇଲ ମାଡରେ ବାହୱଲପୁରରେ ଥିବା ଜୈସ ଏ ମହମ୍ମଦର ପ୍ରଶିକ୍ଷଣ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ୱସ୍ତ ହୋଇଥିଲା । 

Advertisment
Airstrike India Pakistan War Masood Azhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ