Advertisment

କିମ୍ ଜଙ୍ଗଙ୍କ ସହ ଗଲ୍ଫ ଖେଳିବେ ଟ୍ରଂପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଏବଂ ଗଲ୍ଫ ଖେଳକୁ ନେଇ ଚର୍ଚ୍ଚା । ଟ୍ରମ୍ପଙ୍କର ଗଲ୍ଫ ଖେଳ ପ୍ରତି ରୁଚି ରହିଛି । ଟ୍ରମ୍ପଙ୍କୁ ଖୁସି କରିବାକୁ ଲି ଜାଏ ମ୍ୟୁଙ୍ଗ ସାକ୍ଷତ ସମୟରେ ଗଲ୍ଫ ପ୍ରସଙ୍ଗ ଉଠାଇଥିଲେ । ଲି ଟ୍ରମ୍ପଙ୍କୁ ଦୁଇଟି ଟୋପି, ଜାହାଜର ଏକ ମଡେଲ୍ ଏବଂ କଷ୍ଟମ୍-ମେଡ୍ ଗଲ୍ଫ ପୁଟର୍ ଉପହାର ସ୍ବରୁପ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ