Advertisment

ଏପରି ବେଆଇନ ବାଟରେ ଭାରତୀୟ ଯାଇଥାନ୍ତି ଆମେରିକା

ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ଥିବା ଦୁର୍ଗମ ରାସ୍ତା ସମ୍ପର୍କରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏଥିରେ କେତେ ଟଙ୍କା ଖର୍ଚ୍ଚ ହୁଏ ? କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ?

Advertisment

ଭାରତୀୟଙ୍କ ପାଦରେ ପଡିଛି ବେଡି ଆଉ ହାତରେ ପଡିଛି ହ୍ୟାଣ୍ଡକପ। ଦିନେ ଆମେରିକାରେ ରହିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ଅମାନୁଷିକ ଭାବେ ପ୍ରତ୍ୟାବର୍ତ୍ତନ କରାଯାଉଛି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ସେମାନଙ୍କ କେବଳ ଗୋଟିଏ ଭୁଲ, ସେମାନେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରି ସେଠାରେ ରହି ଆସୁଥିଲେ। ବେରୋଜଗାରୀ ତଥା ନିଜ ପରିବାରକୁ ଏକ ଉତ୍ତମ ଲାଇଫଷ୍ଟାଇଲ ଦେବାକୁ ସେମାନେ ଏହା କରିବାକୁ ବାଧ୍ୟ ହୋଇଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ ଏମାନେ କିପରି ବେଆଇନ ଭାବେ ଆମେରିକାରେ ପ୍ରବେଶ କରନ୍ତି ? 

Advertisment
India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ