Advertisment

ଇରାନର ନାଲିଆଖି

ଆମେରିକାକୁ_ଇରାନର_ନାଲିଆଖି ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଥିବା ବେଳେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଖାମେନୀ କହିଛନ୍ତି, ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ। ଯଦି ଆମେରିକା ଇସଲାମ୍ ଗଣରାଜ୍ୟର ଶତ୍ରୁଙ୍କ ସାଥ ଦିଏ, ତେବେ ଗମ୍ଭୀର ପରିଣାମ ଭୋଗିବ। କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ।

Advertisment

ଆମେରିକାକୁ_ଇରାନର_ନାଲିଆଖି
ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଥିବା ବେଳେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଖାମେନୀ କହିଛନ୍ତି, ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ। ଯଦି ଆମେରିକା ଇସଲାମ୍ ଗଣରାଜ୍ୟର ଶତ୍ରୁଙ୍କ ସାଥ ଦିଏ, ତେବେ ଗମ୍ଭୀର ପରିଣାମ ଭୋଗିବ। କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ