Mitsuko Torrori
Advertisment
ସଫଳତାର ଶିଖର ଛୁଇଁଲେ ମହିଳା ! ଫ୍ଲାଇଟ୍ ଆଟେଣ୍ଡାଣ୍ଟରୁ ବନିଗଲେ ଏୟାର ଲାଇନ୍ସ ସିଇଓ । ପ୍ରଥମ ଥର ପାଇଁ ଜାପାନରେ କଲେ ଇତିହାସ ସୃଷ୍ଟି । ଜଣେ ମହିଳା କିପରି ସଫଳତାର ଶୀର୍ଷକୁ ଛୁଅଁନ୍ତି... ନିଜର ପାରିବା ପଣିଆକୁ ଲୋକଙ୍କ ସାମ୍ନାରେ ପ୍ରମାଣିତ କରନ୍ତି । ତା’ର ଉଦାହରଣ ହେଉଛନ୍ତି ଏହି ମହିଳା । ନାଁ ତାଙ୍କର ମିଟୁସୁକୋ ଟୋଟୋରି । ଯିଏ କି ଆଜି କେବଳ ଜାପାନରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚା । ତାଙ୍କ ସଫଳତାର ଯାତ୍ରାକୁ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ସରଗରମ ଆଲୋଚନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us