Advertisment

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ ଟପ୍ ଲିଡର

ହମାସ ଚିଫ୍ ୟାହୟା ସିନୱାରର ପ୍ରମୁଖ ସହଯୋଗୀ, ସଂଗଠନର ସବୁଠୁ ବରିଷ୍ଠ ପରିଚାଳକ, ଡିସିସନ୍ ମେକର ।

Advertisment

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ ଟପ୍ ଲିଡର । ହମାସ ଚିଫ୍ ଇସମାଇଲ୍ ହାନିୟେ ପରେ ରାବି ମୁସ୍ତାହା ନିପାତ । ଆତଙ୍କୀ ସଂଗଠନ ହମାସର କ୍ରୁର ଚେହେରା ରାବି ମୁସ୍ତାହା । ଗାଜାରେ ହମାସ ସରକାର ମୁଖ୍ୟ । ହମାସ ଚିଫ୍ ୟାହୟା ସିନୱାରର ପ୍ରମୁଖ ସହଯୋଗୀ, ସଂଗଠନର ସବୁଠୁ ବରିଷ୍ଠ ପରିଚାଳକ, ଡିସିସନ୍ ମେକର ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ