Advertisment

ଆୟୋତୋଲ୍ଲାଙ୍କୁ ଖୋଜୁଛି ଆମେରିକା

କେଉଁଠି ଇରାନର ସୁପ୍ରିମ ଲିଡର ? କେଉଁଠି ଲୁଚିଛନ୍ତି ଆୟୋତୋଲ୍ଲା ଅଲ୍ଲୀ ଖମିନେଇ ? ଭୟରେ ବାଛି ସାରିଲେଣି ନିଜ ଉତ୍ତରାଧିକାରୀ। ଜାଣନ୍ତୁ କିଏ ।

Advertisment

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି। ଘନଘନ ଆକ୍ରମଣରେ ଧ୍ୱଂସ ହେଉଛି ସହର, ମାଟିରେ ମିଶୁଛି ବଡ଼ ବଡ଼ ଅଟ୍ଟାଳିକା। ତେବେ ଏହା ମଧ୍ୟରେ ଇରାନ-ଇସ୍ରାଇଲ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ହେଲେ ଯୁଦ୍ଧର ଭୟ ମନରୁ ସମ୍ପୁର୍ଣ୍ଣ ଭାବେ ଲିଭିନାହିଁ। ହେଲେ ଏହାରି ଭିତରେ ଇରାନର ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲୀ ଖମିନେଇଙ୍କୁ ଖୋଜା ପଡ଼ିଛି।

Advertisment
Ali Khamenei
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ