Advertisment

ପାଣି ପାଇଁ ଛଟପଟ ହେବ ପାକିସ୍ତାନ !

ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ଆକ୍ସନ ନେଇଛି ଦେଶ। ବାଗଲିହାର ଡ୍ୟାମ୍‌ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି ଭାରତ।

Advertisment

ପାକିସ୍ତାନକୁ ପାନେ ଦେବାକୁ ଅଣ୍ଟା ଭିଡିଛି ଭାରତ। ହାତରେ ନ ମାରି ପାଣିରେ ମାରିବାକୁ କରୁଛି ପ୍ଲାନିଂ। ପାଣି ବୁନ୍ଦାଏ ପାଇଁ ପାକିସ୍ତାନକୁ ଛଟପଟ କରି ମାରିବାକୁ କରୁଛି ଯୋଜନା। ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ପରେ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ଆକ୍ସନ ନେଇଛି ଦେଶ। ବାଗଲିହାର ଡ୍ୟାମ୍‌ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି ଭାରତ।

Advertisment
India Pahalgam Terrorist Attack Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ