""
ଅନ୍ତର୍ଜାତୀୟ ଖବର Videos ଚାଇନାରେ ପ୍ରକୃତିର ତାଣ୍ଡବ, ଉଡ଼ିଯାଉଛି ମଣିଷ ! ପ୍ରକୃତିର ତାଣ୍ଡବରେ ଛଟପଟ ହେଉଛି ଚାଇନା । କରାଳ ରୂପରେ ଛାରଖାର ହେଉଛି ସବୁକିଛି । ବାତ୍ୟା ‘ୟାଗୀ’ ଏବେ ଚାଇନାରେ ତାଣ୍ଡବ ରଚୁଛି । ଘଣ୍ଟା ପ୍ରତି ୨୩୪ କିଲୋମିଟରରେ ପବନ ବହିବା ସହ ସବୁ କିଛି ଚୁରମାର କରୁଛି । 08 Sep 2024 12:16 ISTPallipuspa Samal Follow UsCycloneAdvertisment Read More Special Story