Hindu-Temple-Vandalised
Advertisment
ଆମେରିକାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍। ଅପବିତ୍ର କରାଯାଉଛି ଆଉ ଭଙ୍ଗାଯାଉଛି। କାନ୍ଥରେ ଲେଖାଯାଉଛି ଭାରତ ବିରୋଧୀ ସ୍ଲୋଗାନ। ଆମେରିକାର ଇଣ୍ଡିଆନା ରାଜ୍ୟରେ ଥିବା ଗ୍ରୀନଉଡ୍ ସହରରେ ଦେଖାଦେଇଛି ଏମିତି ପରିସ୍ଥିତି।