Advertisment

ତାଣ୍ଡବ ରଚୁଛି ପ୍ରକୃତି, ନେଲାଣି ୩ ଶହ ଜୀବନ

ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍‌ ଯେମିତି ଆଫ୍‌ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି ।

Advertisment

ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍‌ ଯେମିତି ଆଫ୍‌ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଯାହାର ଚିତ୍ର ଆପଣଙ୍କ ସାମ୍‌ନାରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି । ଜଳ ପ୍ରଳୟରେ ସବୁକିଛି ଭାସିଯାଇଛି । କେତେବେଳେ ମା’ କୋଳରୁ ତା’ ଛୁଆ ଚାଲିଯାଉଛି ତ ପୁଣି କେତେବେଳେ କୁନିକୁନି ଛୁଆ ମାତୃହରା ହୋଇଯାଉଛନ୍ତି । କେଉଁଠି ତ ପୂରା ପରିବାର ଏହି ରାକ୍ଷାସ ରୂପୀ ଜଳରେ ଡୁବି ଲୀନ ହୋଇଯାଉଛି ।

Advertisment
Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ